‘କଳାହାଣ୍ଡି ଡାଇଲଗ୍’ ଅନ୍ତର୍ଜାତୀୟ ଆଲୋଚନା ଚକ୍ର ଉଦଘାଟିତ

0

ଭବାନୀପାଟଣା : କଳାହାଣ୍ଡି ଜିଲା ଭବାନୀପାଟଣାଠାରେ ଶୁକ୍ରବାର ‘କଳାହାଣ୍ଡି ଡାଇଲଗ୍’ ନାମକ ଅନ୍ତର୍ଜାତୀୟ ଆଲୋଚନା ଚକ୍ର ଉଦଘାଟିତ ହୋଇଯାଇଛି। ଏହି ଅନ୍ତର୍ଜାତୀୟ ଆଲୋଚନା ଚକ୍ରକୁ ଭିଡିଓ କନଫରେନ୍ସ ମାଧ୍ୟମରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏହି ଆଲୋଚନା ଚକ୍ର୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଚାଲିବ। ଏହି ଅନ୍ତର୍ଜାତୀୟ ଆଲୋଚନାଚକ୍ରରେ ରାଜ୍ୟ, ରାଜ୍ୟ ବାହାର ଓ ଦେଶବାହାରରୁ ବହୁ ବିଶେଷଜ୍ଞ ମାନେ ଭାଗନେଇଥିଲେ ।

Leave A Reply