କଳହାଣ୍ଡି ବିଜେଡିର ବିଚାରବିଭାଗିୟ ତଦନ୍ତ ଦାବି

0

ଥୁଆମୂଲରାମପୁର : କଳାହାଣ୍ଡି ଜିଲ୍ଲାର ଥୁଆମୂଲରାମପୁର ବ୍ଲକର ହାଇସ୍କୁଲର ନାବାଳିକା ଛାତ୍ରୀକୁ ବଳତ୍କାର ମାମଲାର ଏକ ମାସ ପରେ ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ବିଜେଡି ଘଟଣାର ବିଚାରବିଭାଗିୟ ତଦନ୍ତ ଦାବି କରିଛି।

Leave A Reply