ସୀତାପୁର ଗୁଳିକାଣ୍ଡ ଘଟଣା; ୬ ଗିରଫ

0

ପାରଳାଖେମୁଣ୍ଡି : ବହୁ ଚର୍ଚ୍ଚିତ କେ.ସୀତାପୁର ଗୁଳିକାଣ୍ଡ ଘଟଣାରେ ପୁଲିସ୍ ୬ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ମାରଣାସ୍ତ୍ର ଓ ନଗଦ ଟଙ୍କା ଜବତ କରିଛି । କାଶୀନଗର ଥାନା ଅଧୀନ କେ.ସୀତାପୁର ଗ୍ରାମ ବଜାର ଛକ ନିକଟରେ ଅତର୍କିତ ଗୁଳି ମାଡରେ ଜଣଙ୍କ ମୃତ୍ୟୁ ଘଟିଥିଲା । ପୁଲିସ ସେମାନଙ୍କ ନିକଟୁ ୭୦ ହଜାର ଟଙ୍କା, ୩ଟି ବନ୍ଧୁକ ଜବତ କରିଥିବା ଜିଲା ଏସପି ସୂଚନା ଦେଇଛନ୍ତି ।

Leave A Reply