କଂଗ୍ରେସ ଛାଡିଲେ ପିସିସି ସମ୍ପାଦକ ତୁଲେଶ୍ୱର ନାୟକ

0

ଜୁନାଗଡ : କଂଗ୍ରେସ ଛାଡିଛନ୍ତି ଅନ୍ୟତମ ବିଧାୟକ। ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲାର ଜୁନାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଅନିଲ କୁମାର ସିଂଦେଓଙ୍କୁ ପ୍ରାର୍ଥୀ କରିଥିଲା। ଏହାର ପ୍ରତିବାଦରେ କଂଗ୍ରେସର ଅନ୍ୟତମ ଆଶାୟୀ ପ୍ରାର୍ଥୀ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ତଥା ପିସିସି ସମ୍ପାଦକ ତୁଲେଶ୍ୱର ନାୟକ କଂଗ୍ରେସ ଦଳର ପ୍ରାଥମିକ ପଦରୁ ଆଜି ଇସ୍ତଫା ଦେଇଛନ୍ତି ।

Leave A Reply