ଜୁଆ ଆଡ୍ଡାରେ ଚଢଉ ; ୧୦ ଗିରଫ

0

ଫିରିଙ୍ଗିଆ : କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅର୍ନ୍ତଗତ କେଳାପଡା ନିକଟରେ ଏକ ଜୁଆ ଆଡ୍ଡା ଉପରେ ଫିରିଙ୍ଗିଆ ପୁଲିସ ଚଢଉ କରି ୧୦ଜଣ ଜୁଆଡିଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ନଗଦ ୧୧,୮୩୦ ଟଙ୍କା, ଏକ ଟାୱେଲ, ଚାରଟି ତାସ ପ୍ୟାକେଟ, ୧୧ଟି ମୋବାଇଲ ଫୋନ୍‍, ୩ଟି ଏଟିଏମ୍‍ କାର୍ଡ, ୨ଟି ଆଧାର କାର୍ଡ ଜବତ କରାଯାଇଛି। ଗିରଫମାନଙ୍କ ଜୁଆଡିମାନଙ୍କ ଘର ଗଞ୍ଜାମ ଓ କନ୍ଧମାଳ ଜଣାପଡିଛି।

Leave A Reply