ଫିଟନେସ ବୟ ଜନ ଆବ୍ରାହମ

0

ହିନ୍ଦି ଚଳଚ୍ଚିତ୍ର ଜଗତରେ ଜନ ଆବ୍ରାହମ ଫିଟନେସ ବୟ ଭାବରେ ସୁପରିଚିତ। ଏହି କଳାକାର ସବୁବେଳେ ତାଙ୍କ ଫିଟନେସ କୁନେଇ ବେଶ ସଚେତନ ଥାଆନ୍ତିି। ସେ କୁହନ୍ତି ସବୁବେଳେ ଫିଟ ରହିବାକୁ ହେଲେ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ବିଶେଷ କରି ମସଲା ଚର୍ବି ଜାତୀୟ ଖାଦ୍ୟ ନ ଖାଇ ସାଲାଡ୍‍ ଫଳମୁଳ ଖାଇବା ସହ ନିୟମିତ ବ୍ୟାୟାମ କରିବା ଉଚିତ୍‍। ମେ ୨୫ ତାରିଖରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ପରମାଣୁ: ଦ ଷ୍ଟୋରି ଅଫ ପୋଖରଣ’ ମୁକ୍ତିଲାଭ କରିବାକୁ ଯାଉଛି। ଏହିଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ସମ୍ଭାଳୁଛନ୍ତି ଅଭିଷେକ ଶର୍ମା ଏବଂ ତାଙ୍କ ବିପକ୍ଷରେ ନାୟିକା ଭୁମିକାରେ ଦେଖାଦେବେ ‘ଡ଼ାଏନା ’।

Leave A Reply