ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଜନ୍ତ୍ରୀ

0

ଜୟପୁର : କୋରାପୁଟ ଜିଲା ଜୟପୁର ଜାତୀୟ ରାଜପଥ ଡିଭିଜନର  ଜଣେ ନିର୍ବାହୀ ଯନ୍ତ୍ରୀ ୩ଲକ୍ଷ ୭୯ହଜାର ଟଙ୍କା ସହ ଭିଜିଲାନ୍ସ ହାତରେ ଗିରଫ ହୋଇଥିବା ଜଣାପଡିଛି। ନିର୍ବାହୀ ଯନ୍ତ୍ରୀଙ୍କ ନାମ ହରେକୃଷ୍ଣ ପଣ୍ଡା। ନିର୍ବାହୀ ଯନ୍ତ୍ରୀଙ୍କୁ ଗିରଫ କରି ତାଙ୍କ ଠାରୁ ଟଙ୍କା ଜବତ୍ କରିବାସହ ତାଙ୍କ ନୟାପଲ୍ଲୀ ଘରେ ଭିଜିଲାନ୍ସ ରେଡ କରିଥିବା ସୂଚନା ମିଳିଛି।

Leave A Reply