ବିଶ୍ବ ଇତିହାସରେ ମହତ୍ତ୍ବପୂର୍ଣ୍ଣ ଜାନୁଆରୀ ୨୬ :

0

୧୬୬୬ – ଫ୍ରାନ୍ସ ଇଂଲଣ୍ଡ ବିପକ୍ଷରେ ଯୁଦ୍ଧର ଘୋଷଣା କରିଥିଲା।

୧୯୩୧ – ହଙ୍ଗରୀ ଓ ଅଷ୍ଟ୍ରେଲିଆ ‘ଶାନ୍ତି ସନ୍ଧି’ରେ ହସ୍ତାକ୍ଷର କରିଥିଲେ।

୧୯୮୧ – ଏହି ବର୍ଷ ବାୟୁଦୂତ ବିମାନ ସେବା ଆରମ୍ଭ ହୋଇଥିଲା।

୧୯୯୦ – ରୋମାନିୟାର ଉପରାଷ୍ଟ୍ରପତି ଡି.ମାଜିଲୁ ଇସ୍ତଫା ଦେଇଥିଲେ।

୧୯୯୯- ମହିଳା ଯୌନ ଶୋଷଣା ଘଟଣାର ବିଶ୍ବ ସମ୍ମିଳନୀ ଢାକା (ବଙ୍ଗଳାଦେଶ) ଠାରେ ହୋଇଥିଲା।

୨୦୦୦ – କୋଙ୍କଣ ଠାରେ ରେଳ ପରିଯୋଜନା କାର୍ୟ୍ୟ ସମ୍ପୁର୍ଣ୍ଣ ହୋଇଥିଲା। ଏହାସହ ପ୍ରଥମ ମାଲଗାଡି ଚାଲିଥିଲା।

୨୦୦୪ – ବିଟ୍ରେନର ମହାରାଣୀ ଏଲିଜାବେଥ୍ ମାଇକ୍ରୋସଫ୍ଟ ଅଧ୍ୟକ୍ଷ ବିଲ ଗେଟସଙ୍କୁ ‘ନାଇଟ’ ଉପାଧି ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ।

ଆଲେଖ୍ୟ –ପ୍ରଜ୍ଞାସିନୀ ମଲ୍ଲିକ

Leave A Reply