ଡକାୟତକୁ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ

0

ଜଳେଶ୍ୱର : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କୁଳିଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମବାସୀ ୩ଜଣ ଡକାୟତଙ୍କୁ ଧରି ଗ୍ରାମବାସୀ ମାରିଥିବା ଜଣାପଡିଛି। ଏହି ଘଟଣାରେ ପୁଲିସକୁ ମଧ୍ୟ ହଟହଟା ହେବାକୁ ପଡିଛି। ଫଳରେ ପୁଲିସ ୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଘଟଣାସ୍ଥଳରେ ଜଳେଶ୍ୱର ପୁଲିସ ପହଞ୍ଚି ଘଟଣା ସମାଧାନ କରିବାକୁ ଚେଷ୍ଟା କରିଛନ୍ତି।

Leave A Reply