ରେଲୱ ଷ୍ଟେସନରୁ ଜାଲ ନୋଟ୍ ଜବତ

0

ଭୁବନେଶ୍ବର: ଭୁବନେଶ୍ବର ରେଲୱ ଷ୍ଟେସନରୁ ବିପୁଳ ପରିମାଣର ଜାଲ ନୋଟ୍ ଜବତ ହୋଇଛି । ଗୁଇନ୍ଦା ନିର୍ଦେଶାଳୟ ପକ୍ଷରୁ ଚଢଉ କରାଯାଇ କାମାକ୍ଷାନଗର-ଯଶୱନ୍ତପୁର ଏକ୍ସପ୍ରେସରୁ ୨ ହଜାର ଟଙ୍କିଆ ଜାଲ ନୋଟ୍ ଜବତ ହୋଇଛି ।  ବାଂଲାଦେଶରୁ ବେଙ୍ଗାଲୁରୁକୁ ଜାଲ ନୋଟ୍ ଚାଲଣ ହେଉଥିବା ସନ୍ଦେହ କରାଯାଉଛି । ଜାଲ ନୋଟ୍ ଚାଲଣ କରୁଥିବା ଅଭିଯୋଗେର ଜଣଙ୍କୁ ଅଟକ ରଖାଯାଇଛି ।

Leave A Reply