ଜାଲ ନୋଟ୍ କାରବାର ପର୍ଦ୍ଦାଫାସ

0

ବୌଦ୍ଧ: ଜାଲ ନୋଟ୍ କାରବାର ଅଭିଯୋଗରେ ପୁଲିସ ୪ ଜଣକୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧ ଲକ୍ଷ ୬ ହଜାର ଟଙ୍କାର ଜାଲ୍ ନୋଟ୍ ଜବତ ହୋଇଛି । ଘଟଣାସ୍ଥଳରୁ ଟଙ୍କା ଛାପିବା ମେସିନ୍, ପ୍ରିଣ୍ଟର, ଲାପଟପ୍‌ ଓ ଏକ କାର୍‌ ପୁଲିସ ଜବତ କରିଛି । ଅଭିଯୁକ୍ତମାନେ ବରଗଡ଼, ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାର ବୋଲି ଜଣାପଡ଼ିଛି। ବୌଦ୍ଧ ଜିଲ୍ଲାରୁ ସାରା ଓଡ଼ିଶାକୁ ଜାଲ୍‌ ନୋଟ୍‌ କାରବାର ବ୍ୟାପିଥିବା ପୁଲିସ ସୂଚନା ପାଇଲା ପରେ ଛାନଭିନ୍ ଆରମ୍ଭ କରିଥିଲା ।

Leave A Reply