ଆସିକା ଜେଲରେ ଚଢଉ; ନଗଦ ଟଙ୍କା ସହ ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ

0

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସିକା ଜେଲରେ ପୁଲିସ ଓ ପ୍ରଶାସନର ମିଳିତ ଭାବରେ ଚଢାଉ ହୋଇଛି । ଚଢଉ ବେଳେ ବିପୁଳ ପରିମାଣର ମାଦକ ଦ୍ରବ୍ୟ ଓ ୨୦ ହଜାର ଟଙ୍କା ସମେତ ୫ଟି ମୋବାଇଲ ଜବତ ହୋଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ଏଡିଏମ ବିଜୟଦାସଙ୍କ ନେତୃତ୍ୱରେ ଚଢାଉ ହୋଇଥିଲା ।

Leave A Reply