ବ୍ରାଉନସୁଗାର ଜବତ, ଜଣେ ଗିରଫ

0

କୁଜଙ୍ଗ : ଜଗତସିଂହପୁର ଜିଲା କୁଜଙ୍ଗ ଥାନା ଅର୍ନ୍ତଗତ ଷଣ୍ଡପୁର ଠାରେ ବ୍ରାଉନସୁଗାର ଜବତ କରାଯାଇଛି। କୁଜଙ୍ଗ ଥାନା ଓ ଅବକାରୀ ବିଭାଗର ମିଳିତ ପ୍ରୟାସରେ ଏହି ଚଢଉ କରାଯାଇଥିଲା। ଏହି ଚଢଉରେ ୪୦ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି, ଜବତ ବ୍ରାଉନ ସୁଗାରର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା। ଏହି ଘଟଣାରେ ଷଣ୍ଡପୁରର ଧର୍ମେନ୍ଦ୍ର ପରିଡା ଓରଫ ଦିପୁଙ୍କୁ ଗିରଫ କରାଯାଇଛି।

Leave A Reply