ବନ୍ଧୁକ ଦେଖାଇ ଲୁଟ

0

ଜଗତସିଂହପୁର : ଜଗତସିଂହପୁର ଥାନା ଅନ୍ତର୍ଗତ ଜାହାନପୁରର ରୋହିଣାପାଟଣା ଠାରେ ୨ଜଣ ଦୁବୁର୍ତ୍ତ ବନ୍ଧୁକ ଦେଖାଇ ଜଣେ ଗୁଆ ବ୍ୟବସାୟୀଙ୍କୁ ଲୁଟ କରିଛନ୍ତି। ବ୍ୟବସାୟୀ ଜଣକ ହେଲେ ମହେନ୍ଦ୍ର ପୃଷ୍ଟି(୬୦)। ଦୁବୁର୍ତ୍ତମାନେ ବ୍ୟବସାୟୀଙ୍କ ଗାଡିକୁ ଛଡାଇ କିଛି ଦୂରରେ ଫୋଫାଡି ଦେଇ ପଳାଇଯାଇଛନ୍ତି। ଆହାତ ମହେନ୍ଦ୍ର ମଣ୍ଡାସାହି ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

Leave A Reply