ଚେକ୍ ବାଉନ୍ସ ହେବାରୁ ଯୁବକଙ୍କୁ ଗୁଳିମାଡ

0

ଜଗତସିଂହପୁର : ଜଗତସିଂହପୁର ଥାନା ଅଧିନ ବାଇଜଙ୍ଗା ଠାରେ ଦିବ୍ୟସ୍ୱରୂପ ସାହୁ ନାମକ ଯୁବକଙ୍କୁ ଗୁଳିମାଡ ହୋଇଛି। ଜାନକୀ ମହାରଣା ନାମକ ଜଣେ ଅପରାଧି ନାମରେ ଚେକ ବାଉନ୍ସ ମାମଲା କରିବାରୁ ସେ ଓ ତାର ୮ଜଣ ସହଯୋଗୀ ଦିବ୍ୟଙ୍କୁ ୩ରାଉଣ୍ଡ ଗୁଳି କରିଥିଲେ । ଦିବ୍ୟଙ୍କ ଦୁଇ ଗୋଡରେ ଗୁଳି ବାଜିଛି ତାଙ୍କୁ ଚିକିତ୍ସାପାଇଁ ପ୍ରଥମେ ଜଗତସିଂହପୁର ଡାକ୍ତରଖାନା ଓ ପରେ ଅଧିକ ଚିକିତ୍ସା ପାଇଁ କଟକ ପଠାଯାଇଛି ।

Leave A Reply