ଶ୍ରୀମନ୍ଦିରର ପରିଚାଳନା କମିଟି ଗଠନ ନେଇ ବିଜ୍ଞପ୍ତି ପ୍ରକାଶ

0

ଭୁବନେଶ୍ୱର: ରାଜ୍ୟ ଆଇନ ବିଭାଗ ପକ୍ଷରୁ ଶ୍ରୀମନ୍ଦିର ପରିଚାଳନା କମିଟି  ଗଠନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ  ୧୦ ଜଣ ସଦସ୍ୟଙ୍କର ନାମ ପ୍ରକାଶ ପାଇଛି । ଗଜପତି ମହାରାଜ ପରିଚାଳନା କମିଟିର ସ୍ଥାୟୀ ସଭାପତି ରହିଛନ୍ତି ।

ଏହି ବିଜ୍ଞପ୍ତିରେ ଶ୍ରୀମନ୍ଦିର ପୁରୋହିତ , ସିଦ୍ଧେଶ୍ୱର ମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର ପ୍ରତିହାରୀ ନିଯୋଗ, ପୂଜାପଣ୍ଡା ନିଯୋଗର ମାଧବ ପୂଜାପଣ୍ଡା , ସୁଆର ମହାସୁଆର ନିଯୋଗର ଅନନ୍ତ ତିଆଡି , ଦଇତା ପତି ନିଯୋଗର ରାମ ଦାସ ମହାପାତ୍ର, ଝାଞ୍ଜପିଟା ମଠର  ସଚ୍ଚିଦା ନନ୍ଦ ଦାସ ମହାରାଜା, ଚାର୍ଟାଡ ଆକାଉଣ୍ଟାଟ ବିଜୟ ସାହୁ ,ସ୍ଥପତି ବିଭାଗରେ  ରଘୁ ନାଥ ମହାପାତ୍ର ,ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସନ ମହି ମୋହନ ତ୍ରୀପାଠିଙ୍କ ନାମ ପ୍ରକାଶିତ ହୋଇଛି ।

Leave A Reply