ଆଇପିଏଲ କ୍ରିକେଟ୍ : ଆଜି ବାଙ୍ଗାଲୋର ବନାମ ରାଜସ୍ଥାନ

ବାଙ୍ଗାଲୋର : ଆଇପିଏଲ-୨୦୧୯ର ଆଜି(ଶନିବାର) ମ୍ୟାଚରେ ବାଙ୍ଗାଲୋରର ଏମ୍ ଚିନାସ୍ବାମି ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜରସ୍ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲସ୍ ମଧ୍ୟରେ ୪୯ତମ ମୁକାବିଲା ଅନୁଷ୍ଠିତ ହେବ। ରାତି ୮ଟାରେ ଏହି ମ୍ୟାଚ ଖେଳାଯିବ।
ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜରସ୍ ବାଙ୍ଗାଲୋର ବର୍ତ୍ତମାନ ସୁଦ୍ଧା ୧୨ଟି ମ୍ୟାଚ ଖେଳିଥିଲାବେଳେ ସେଥିରୁ ୪ଟି ମ୍ୟାଚରେ ବିଜୟ ଲାଭ କରିଥିଲାବେଳେ ୮ଟିରେ ପରାଜୟ ବରଣ କରିଛି। ଏଥିସହିତ ଦଳ ପଏଣ୍ଟ୍ ଟେବୁଲରେ ୮ପଏଣ୍ଟ୍ ସହ ୮ମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ରାଜସ୍ଥାନ ରୟାଲସ୍  ଏପର୍ୟ୍ୟନ୍ତ ୧୨ଟି ମ୍ୟାଚ୍ ରୁ ୫ଟିରେ ବିଜୟ ହେବାସହ ୭ଟି ମ୍ୟାଚରେ ହାରିଛି। ଯାହାଦ୍ୱାରା ରାଜସ୍ଥାନ ରୟାଲସ୍  ପଏଣ୍ଟ୍ ଟେବୁଲରେ ୧୦ପଏଣ୍ଟ୍ ସହ ୭ମ ସ୍ଥାନରେ ରହିଛି।

ଆଇପିଏଲ୍-୧୨ର ପଏଣ୍ଟ୍ ଟେବୁଲ

ଦଳ ମ୍ୟାଚ୍     ବିଜୟ ପରାଜୟ      ପଏଣ୍ଟ ନେଟ୍‌ ରନ୍‌ରେଟ୍‌
ଦିଲ୍ଲୀ ୧୨      ୮       ୧୬     +୦.୨୩୩
ଚେନ୍ନଇ ୧୨      ୮       ୧୬     -୦.୧୧୩
ମୁମ୍ବଇ  ୧୨      ୭       ୧୪      +୦.୩୪୭
ହାଇଦରାବାଦ ୧୨      ୬       ୧୨      +୦.୭୦୯
କଲକାତା ୧୨      ୫       ୧୦       +୦.୧୦୦
ପଞ୍ଜାବ ୧୨      ୫        ୧୦      -୦.୨୯୬

ରାଜସ୍ଥାନ

୧୨

     ୫

 ୭

       ୧୦

     -୦.୩୨୧

ବାଙ୍ଗାଲୋର

୧୨

     ୪

 ୮

       ୮

     -୦.୬୯୪

 

 

 

Comments are closed.