ଆଇପିଏଲ୍ – ୨୦୧୮ : ଦିଲ୍ଲୀ ବନାମ ଚେନ୍ନଇ

0

ଦିଲ୍ଲୀ : ଆଇପିଏଲ୍  କ୍ରିକେଟ ୨୦୧୮ରେ ଶୁକ୍ରବାର ରାତି ୮ ଟାରେ  ଦିଲ୍ଲୀ ଡେୟାର ଡେଭିଲସ୍  ଓ ଚେନ୍ନଇ ସୁପର କିଙ୍ଗସ୍ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ।  ଦିଲ୍ଲୀ ଡେୟାର ଡେଭିଲସ୍  ବର୍ତ୍ତମାନ ସୁଦ୍ଧା ୧୨ଟି ମ୍ୟାଚ ଖେଳି ୩ଟି ବିଜୟ ଓ ୯ଟି ପରାଜୟ ସହିତ ୬ ପଏଣ୍ଟ ପାଇ ୮ମ ସ୍ଥାନରେ ଥିବାବେଳେ ଚେନ୍ନଇ ସୁପର କିଙ୍ଗସ୍ ୧୨ଟି ମ୍ୟାଚ ଖେଳି ୮ଟି ବିଜୟ ୪ଟି ପରାଜୟ ସହିତ ୧୬ ପଏଣ୍ଟ ପାଇ ପଏଣ୍ଟ ତାଲିକାର ୨ୟ ସ୍ଥାନରେ ରହିଛି।

ଅନ୍ୟ ପକ୍ଷରେ  ସନ୍ ରାଇଜର୍ସ  ହାଇଦରାବାଦ ୧୩ଟି ମ୍ୟାଚ ଖେଳି ୯ଟି ବିଜୟ ୪ଟି ପରାଜୟ ସହିତ ୧୮ ପଏଣ୍ଟ ପାଇ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। କଲକାତା ନାଇଟ ରାଇଡର୍ସ ୧୩ଟି ମ୍ୟାଚ ଖେଳି ୭ଟି ବିଜୟ ଓ ୬ଟି ପରାଜୟ ସହିତ ୧୪ ପଏଣ୍ଟ ପାଇ ପଏଣ୍ଟ ତାଲିକାର ୩ୟ ସ୍ଥାନରେ ରହିଛି। ସେହିପରି  ମୁମ୍ବଇ ଇଣ୍ଡିଆନ୍ସ ୧୩ଟି ମ୍ୟାଚ ଖେଳି ୬ଟି ବିଜୟ ଓ ୭ଟି ପରାଜୟ ସହିତ ୧୨ ପଏଣ୍ଟ ପାଇ ୪ର୍ଥ ସ୍ଥାନରେ ରହିଛି।   ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୧୩ଟି ମ୍ୟାଚ ଖେଳି ୬ଟି ବିଜୟ ଓ ୭ଟି ପରାଜୟ ସହିତ ୧୨ ପଏଣ୍ଟ ପାଇ ୫ମ  ସ୍ଥାନରେ ରହିଛି। ରାଜସ୍ଥାନ ରୟାଲସ୍ ୧୩ଟି ମ୍ୟାଚ ଖେଳି ୬ଟି ବିଜୟ ଓ ୭ଟି ପରାଜୟ ସହିତ ୧୨ ପଏଣ୍ଟ ପାଇ ପଏଣ୍ଟ ତାଲିକାର ଷଷ୍ଠ ସ୍ଥାନରେ ରହିଛି। ସେହିପରି କିଙ୍ଗସ୍ ଇଲେଭେନ୍ ପଞ୍ଜାବ ୧୩ଟି ମ୍ୟାଚରୁ  ୬ଟି ବିଜୟ ଓ ୭ଟି ପରାଜୟ ସହିତ ୧୨ ପଏଣ୍ଟ ପାଇ ପଏଣ୍ଟ ତାଲିକାର ୭ମ ସ୍ଥାନରେ ରହିଛି।

 

Leave A Reply