ପଥର ଫାଟକ ଭୁଶୁଡ଼ି ଜଣେ ଗୁରୁତର

0

ଯାଜପୁର :  ମା’ବିରଜାଙ୍କ ଜନ୍ମସ୍ଥାନ ଯାଜପୁର ବ୍ରାମହାକୁଣ୍ଡରେ ଏକ ଅଭାବନୀୟ ଘଟଣା ଘଟିଛି। ବ୍ରାମହାକୁଣ୍ଡରେ ନବନିର୍ମିତ ପଥର ଫାଟକ ଭୁଶୁଡ଼ି ଯିବାରୁ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ହେଲେ ଦେବିଦ୍ୱାରର ତୁଷାର ରଞ୍ଜନ କର। ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

Leave A Reply