ଅସୁସ୍ଥ ଶିଶୁ ପାଇଁ ବିମାନର ଜରୁରୀ ଅବତରଣ

0

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଶନିବାର ସକାଳ ସମୟରେ ଇଣ୍ଡିଗୋ ବିମାନ ଜରୁରୀ ଅବତରଣ କରିଛି। ଇଣ୍ଡି​‌ଗୋ ବିମାନଟି ଗୌହାଟିରୁ ଚେନ୍ନାଇ ଯାଉଥିଲା। ଜଣେ ୩ମାସର ଶିଶୁ ଅସୁସ୍ଥ ହୋଇଯିବା ଯୋଗୁଁ ବିମାନକୁ ଜରୁରୀକାଳୀନ ଭାବେ ଅବତରଣ କରାଯାଇଛି। ଶିଶୁକୁ ଜରୁରୀକାଳୀନ ଚିକିତ୍ସା ପାଇଁ ବିମାନକୁ ଅବତରଣ କରାଯାଇଛି। ଅସସ୍ଥ ଶିଶୁକୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Leave A Reply