ଦକ୍ଷିଣ ଆଫ୍ରିକାକୁ ୧୩୫ ରନର ବିଜୟ ଲକ୍ଷ୍ୟ ଦେଲା ଟିମ୍ ଇଣ୍ଡିଆ

ବେଙ୍ଗାଲୁରୁ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୩ୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଭାରତ ୯ ୱିକେଟ୍‍ ହରାଇ ୧୩୪ ରନ ସଂଗ୍ରହ କରିଛି । ମ୍ୟାଚରେ ଜିତିବା ପାଇଁ ଦକ୍ଷିଣ ଆଫ୍ରିକା ଆଗରେ ୧୩୫ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି।

 

Comments are closed.