ସ୍ୱତନ୍ତ୍ର ଅଲିମ୍ପିକ୍ସ ବିଶ୍ୱ କ୍ରୀଡା ପ୍ରତିଯୋଗିତା : ୩୫୦ରୁ ଅଧିକ ପଦକ ଜିତିଲା ଭାରତ

0

ଆବୁଧାବୀ: ସଂଯୁକ୍ତ ଆରବ ଏମିରଟସର ଆବୁଧାବୀରେ ଚାଲିଥିବା ସ୍ୱତନ୍ତ୍ର ଅଲିମ୍ପିକ୍ସ ବିଶ୍ୱ କ୍ରୀଡା ପ୍ରତିଯୋଗିତା-୨୦୧୯ରେ ଭାରତ ମୋଟ୍‍ ୩୫୦ରୁ ଊର୍ଦ୍ଧ୍ବ ପଦକ ଜିତି ନୂଆ ଇତିହାସ ସୃଷ୍ଟି କରିଛି।

ଭାରତ ବୁଧବାର ସୁଦ୍ଧା ମୋଟ୍‍ ୮୫ଟି ସ୍ୱର୍ଣ୍ଣ, ୧୫୩ଟି ରୌପ୍ୟ ଏବଂ ୧୨୪ଟି ବ୍ରୋଞ୍ଜ ପଦକ ସହ ମୋଟ୍‍ ୩୬୨ଟି ପଦକ ଜିତିଛି। ଗୁରୁବାର ଉଦ୍‍ଯାପନୀ ସମାରୋହରେ ଜୟେଦ୍‍ ସ୍ପୋର୍ଟସ୍‍ ସିଟିରେ ସନ୍ଧ୍ୟାରେ ବିଶ୍ୱର ସର୍ବବୃହତ କଳାକାରମାନଙ୍କ
ଦ୍ୱାରା  ସଂଗୀତ ପରିବେଷଣ କରାଯିବ।

Leave A Reply