ନାଗପୁର ଦିନିକିଆ : ଅଷ୍ଟ୍ରେଲିଆକୁ ୮ରନରେ ହରାଇଲା ଭାରତ

0

ନାଗପୁର : ମହାରାଷ୍ଟ୍ରର ନାଗପୁରସ୍ଥିତ ବିଦର୍ଭ କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମ୍‌ରେ ମଙ୍ଗଳବାର ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଘରୋଇ ଦଳ ଭାରତ ଅଷ୍ଟ୍ରେଲିଆକୁ ୮ରନରେ ପରାସ୍ତ କରିଛି। ପ୍ରଥମେ ଟସ୍ ଜିତି କଙ୍ଗାରୁ ଦଳ ଭାରତକୁ ବ୍ୟାଟିଙ୍ଗ ପାଇଁ ଆମନ୍ତ୍ରିତ କରିଥିଲା। ପ୍ରଥମେ ବ୍ୟାଟିଙ୍ଗ କରି ଭାରତ ୪୮.୨ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୫୦ ରନ୍‌ କରିଥିଲା। ଭାରତର ୨୫୧ରନର ବିଜୟ ଲକ୍ଷ୍ୟକୁ ପିଛାକରି ଅଷ୍ଟ୍ରେଲିଆ ତାର ସମସ୍ଥ ୱିକେଟ ହରାଇ ୨୪୨ରନ କରିବାରେ ସକ୍ଷମ ହୋଇଛି।

ସର୍ବାଧିକ ରନ କରି ବିରାଟ କୋହଲି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି।

Leave A Reply