୩୦କୋଟି ଠକେଇ: ଆଇଆଇଟି ଛାତ୍ରଙ୍କ ସହ ୯ଗିରଫ

0

ହାଇଦରାବାଦ : ତେଲଙ୍ଗାନାରେ ୩୦କୋଟି ଟଙ୍କାର ଏକ ବହୁମୁଖୀ ବଜାର ଜାଲିଆତି ମାମଲାରେ ପୁଲିସ ୯ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଜଣେ ଆଇଆଇଟି ପଢ଼ା ଛାଡ଼ିଥିବା ଯୁବକ ରହିଥିବାବେଳେ ସଂସ୍ଥାର ସିଇଓ, ୨ ନିର୍ଦେଶକ ଓ ଅନ୍ୟ ୬ଜଣ ଅଛନ୍ତି। ସେମାନଙ୍କଠାରୁ ନଗଦ ୪୦ଲକ୍ଷ ଟଙ୍କା ଜବତ ହୋଇଛି। ଏମାନେ ଧାରାବାହିକ ସୂତ୍ରରେ ଲୋକଙ୍କଠାରୁ ଅର୍ଥ ସଂଗ୍ରହକରି ସେମାନଙ୍କୁ ଠକିଥିବା ଜଣାପଡ଼ିଛି।

Leave A Reply