ହାୱଡ଼ା ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସର ଗତିପଥ ଅପରିବର୍ତ୍ତିତ

0

ଭୁବନେଶ୍ୱର : ଘୂର୍ଣ୍ଣିଝଡ଼ ତିିତ୍‍ଲି ଯୋଗୁଁ ବହୁ ରେଳ ଚଳାଚଳ ବାତିଲ୍‍ କରଯାଇଥିବା ବେଳେ କେତେକର ଗତିପଥ ପରିବର୍ତ୍ତନ କରାଯାଇଥିଲା। ହାୱଡ଼ା ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସ୍‍ର ଗତିପଥ ପରିବର୍ତ୍ତନ କରାଯାଇ ଖଡ଼ଗପୁର-ଟାଟା-ବିଳାସପୁର-କାଜିପେଟ୍ ପଥ ଦେଇ ଯିବାର ସ୍ଥିର କରାଯାଇଥିଲା। ହେଲେ ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ଯୋଗୁଁ ଏହି ଏକ୍ସପ୍ରେସ୍‍ ପୁରୁଣା ପଥ ଦେଇ ଯିବାର ସୂଚନା ମିଳିଛି।

Leave A Reply