ଜଳିଗଲା ୮ ବଖରା

0

ପୋଲସରା: ପୋଲସରା ବ୍ଲକ୍‍ ପାଣ୍ଡିରିପଡ଼ା ଗ୍ରାମରେ ଅଗ୍ନିକାଣ୍ଡରେ ୮ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ସ୍ଥାନୀୟ ବିଧାୟକ ଅଗ୍ନିବିପନ୍ନଙ୍କୁ ୫୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବା ସହିତ ବିଜୁ ପକ୍କା ଘର ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ବିପନ୍ନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସେ ତହସିଲଦାରଙ୍କୁ ନିର୍ଦେଶ ଦେଇଥିବା ଜଣାପଡ଼ିଛି।

Leave A Reply