ପୁରୁଷ ହକି ବିଶ୍ୱକପ୍‌ : ଇଂଲଣ୍ଡକୁ ୦-୬ ଗୋଲରେ ହରାଇଲା ବେଲଜିୟମ

0

ଭୁବନେଶ୍ୱର: ପୁରୁଷ ହକି ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ ମ୍ୟାଚରେ ଶନିବାର ଇଂଲଣ୍ଡକୁ ୦-୬ ଗୋଲରେ  ପରାସ୍ତ କରି ବେଲଜିୟମ ଫାଇନାଲରେ ପହଞ୍ଚିଛି। ଶନିବାରର ଦ୍ବିତୀୟ ସେମିଫାଇନାଲ ମ୍ୟାଚ ସନ୍ଧ୍ୟା ୬ଟା ୩୦ରେ ନେଦରଲାଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ହେବ। ଏହି ମ୍ୟାଚର ବିଜେତା ସହିତ ରବିବାର ଇଂଲଣ୍ଡ ଫାଇନାଲ ଖେଳିବ।

Leave A Reply