ପୁରୁଷ ହକି ବିଶ୍ଵକପ୍ : କାନାଡାକୁ ୫-୦ ଗୋଲରେ ହରାଇଲା ନେଦରଲାଣ୍ଡସ୍

0

ଭୁବନେଶ୍ଵର : କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ପୁରୁଷ ହକି ବିଶ୍ୱକପ୍‌ର ୨୮ତମ ମ୍ୟାଚ୍, ମଙ୍ଗଳବାରର ଦ୍ବିତୀୟ ମ୍ୟାଚରେ ନେଦରଲାଣ୍ଡସ୍ କାନାଡାକୁ ୫-୦ ଗୋଲରେ ପରାସ୍ତ କରିଛି। ବିଜୟ ସହ ନେଦରଲାଣ୍ଡସ୍ ଦଳ କ୍ବାର୍ଟର ଫାଇନାଲକୁ ଉତ୍ତିର୍ଣ୍ଣ ହୋଇଛି। ୧୩ତାରିଖରେ ହେବାକୁଥିବା କ୍ବାର୍ଟର ଫାଇନାଲ ମ୍ୟାଚରେ ନେଦରଲାଣ୍ଡସ ଦଳ ଭାରତକୁ ଭେଟିବ।

Leave A Reply