ହୀରାକୁଦ ଜଳସ୍ତର ୬୨୯.୯୫ ଫୁଟ୍ : ୩ଟି ଗେଟ୍ ଦେଇ ଜଳ ନିଷ୍କାସନ


ହୀରାକୁଦ : ହୀରାକୁଦ ଜଳଭଣ୍ଡାରର ଜଳସ୍ତର ହ୍ରାସ ପାଉଛି । ଉପରମୁଣ୍ଡରୁ କମ୍ ବନ୍ୟାଜଳ ଆସୁଥିବାରୁ ଗେଟ୍ ବନ୍ଦ କରାଯାଉଛି। ଗୁରୁବାର ସକାଳ ୭ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୯.୯୫ ଫୁଟ୍ ରହିଛି। ଏହି ସମୟ ମଧ୍ୟରେ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୭୨,୦୧୩ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୭୦,୯୦୪ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି।

ବାମ ପଟର ୨ଟି ଏବଂ ଡାହାଣ ପଟର ଗୋଟିଏ ମୋଟ୍ ୩ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି।

 

Comments are closed.