ଚମ୍ବାରେ ଭୂକମ୍ପ ଅନୁଭୂତ

ଚମ୍ବା: ହିମାଚଳ ପ୍ରଦେଶର ଚମ୍ବାରେ ମଙ୍ଗଳବାର ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି। ସକାଳେ ୧୧.୩୧ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୪ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଚମ୍ବା ଥିଲା। ଏଥି‌ରେ କେହି ମୃତାହତ ହୋଇଥିବା ଜଣାପଡି ନାହିଁ।

Comments are closed.