ବ୍ରାଉନସୁଗାର ଜବତ, ଜଣେ ଗିରଫ

0

କଟକ : କଟକ ବାଦାମବାଡ଼ିରୁ ବ୍ରାଉନସୁଗାର ଜବତ ହୋଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୭ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ବ୍ରାଉନସୁଗାରର ଓଜନ ୬୫ ଗ୍ରାମ। ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଛି।

 

Leave A Reply