ଛାତ୍ରଙ୍କ ଠାରୁ ବ୍ରାଉନସୁଗର ଜବତ

0

ଭୁବନେଶ୍ବର : ରାଜଧାନୀରେ ପୁଣି ବ୍ରାଉନସୁଗର ଜବତ ହୋଇଛି। ଜଣେ ଇଂଜିନିୟରିଂ ଛାତ୍ରଙ୍କ ଠାରୁ ଅବକାରୀ ବିଭାଗ ବ୍ରାଉନସୁଗର ଜବତ କରିଛି। ଛାତ୍ରଙ୍କ ଠାରୁ ୮୩ଗ୍ରାମର ବ୍ରାଉନସୁଗର ଜବତ ହୋଇଛି। ଜବତ ବ୍ରାଉନସୁଗର ଆନୁମାନିକ ମୂଲ୍ୟ ପ୍ରାୟ ୮ଲକ୍ଷ ହେବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଯେ, ଭୁବନେଶ୍ବରର ସାଲିଆ ସାହିରୁ ଅବକାରୀ ବିଭାଗ ଏହି ବ୍ରାଉନସୁଗର ଜବତ କରିଛି।

 

Leave A Reply