ହିରୋ ଡେଷ୍ଟିନର ବଜାର ପ୍ରବେଶ

0

କଟକ : ହିରୋ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହିରୋ ଡେଷ୍ଟିନ-୧୨୫ର ଗୁରୁବାର ବଜାର ପ୍ରବେଶ କରିଛି । ଏହି ଉପଲକ୍ଷେ କନିକାରୋଡସ୍ଥିତ ସନି ମୋଟର୍ସରେ ଆୟୋଜିତ ଉତ୍ସବରେ ବରିଷ୍ଠ ସାମ୍ବାଦିକ ଡଃ ସତ୍ୟ ରାୟ ଏହାର ଶୁଭାରମ୍ଭ କରିଥିଲେ। ପ୍ରତିଷ୍ଠାନର ମ୍ୟାନେଜିଂ ପାର୍ଟନର ଉମରଜିତ ସିଂହ, ସଂସ୍ଥାର କର୍ମକର୍ତ୍ତା ବେଦପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ। ଦୁଇ ଗ୍ରାହକ ରିଜୱାନା ବେଗମ ଓ ସୁମିତ୍ରା ବେହେରା ପ୍ରଥମେ ଏହି ଗାଡି କ୍ରୟ କରିଥିଲେ। ରାଜକିଶୋର ପରିଡା ଅତିଥିଙ୍କୁ ସ୍ୱାଗତ କରିଥିଲେ।

Leave A Reply