କିସ୍‍ମିସ୍‍ର ଉପକାରିତା

0

ଅଙ୍ଗୁରକୁ ଏକ ବିଶେଷ ପ୍ରକ୍ରିୟାରେ ଶୁଖାଇ କିସମିସ ପ୍ରସ୍ତୁତ କରାଯାଇଥାଏ । କିସମିସକୁ ମିଠେଇ ଓ କ୍ଷୀରିରେ ପକାଯାଏ। ବିଭିନ୍ନ ପ୍ରକାରର ମିଠାରେ କିସ୍‍ମିସ୍‍ର ବ୍ୟବହାର କରାଯାଇଥାଏ । କିସ୍‍ମିସ୍‍ ମିଠାର ସୁନ୍ଦରତା ବଢାଇଥାଏ । ଏହା ଖାଦ୍ୟାର ସ୍ୱାଦ ବଢାଇବାରେ ସାହାର୍ଯ୍ୟ କରେ। ଏହା ସ୍ୱାସ୍ଥ୍ୟପାଇ ହିତକର। ଶକ୍ତି ବୃଦ୍ଧି ପାଇଁ କିସ୍‍ମିସ୍‍ ସହାୟକ ହୋଇଥାଏ । ଥଣ୍ଡାହେଲେ ଏହାକୁ ଖାଇବା ଭଲ। ଏଥିରେ ଥିବା ଔଷଧୀୟ ଗୁଣ ଥାଣ୍ଡା କାଟିବାରେ ସହାୟକ ହୋଇଥାଏ । ଏଥିରେ ଥିବା ଫ୍ରୁଟକୋଜ୍‍ ଏବଂ ଗ୍ଲୁକୋଜ୍‍ ଓଜନ ବଢାଇବାରେ ସାହାଯ୍ୟ କରେ। ଭିଟାମିନ ବି କିସମିସରେ ପ୍ରଚୁର ପରିମାଣର ଥାଏ ଓ ଏହା ଶରୀରକୁ ରକ୍ତହୀନତାରୁ ରକ୍ଷା କରେ।

Leave A Reply