ବାରମ୍ବାର ଶିଶୁଟି ବିଛଣାରେ ପରିସ୍ରା କରୁଥିଲେ ଆପଣାନ୍ତୁ ଏହି ଉପାୟ

ଯଦି ଏହି ସମସ୍ୟା ବଡ ପିଲାଙ୍କ କ୍ଷେତ୍ରରେ ଦେଖା ଦେଲେ ରାଶି ଓ ଗୁଡରେ ଲଡ୍ଡୁ ପ୍ରସ୍ତୁତ କରି ସକାଳେ ଏବଂ ସନ୍ଧ୍ୟାରେ ଖାଇବାକୁ ଖାଆନ୍ତି । ଯଦି ଏହି ସମସ୍ୟା ବୟସ୍କ ବ୍ୟକ୍ତିଙ୍କ ନିକଟରେ ଦେଖା ଯାଏ ତେବେ ସେମାନେ ମଧ୍ୟ ଏହି ଉପଚାର ଆପଣାଇ ପାରିବେ ।
 ସନ୍ଧ୍ୟା ସମୟରେ ଭଜା ହୋଇଥିବା କଳା ଚଣା ବା କୁଜି ବୁଟ ଚୋପା ସହ ଖାଆନ୍ତୁ । ଏହା ପରେ ଛୋଟ ଖଣ୍ଡେ ଗୁଡ ଖାଇ ପାଣି ପିଅନ୍ତୁ । ଏହା ଦ୍ବାରା ଶେଯରେ ପରିସ୍ରା କରୁଥିବା ସମସ୍ୟା ଦୂର ହେବ ।

Comments are closed.