ପ୍ରତିଦିନ କଫି ପିଉଛନ୍ତି କି? ହୋଇପାରେ ମସ୍ତିଷ୍କ ରୋଗ

0

ନୂଆଦିଲ୍ଲୀ : ଆପଣ କ’ଣ କଫି ପିଇବାକୁ ଭଲପାଆନ୍ତି କି? ଆପଣ କ’ଣ ପ୍ରତିଦିନ କଫି ନପିଇ ରହିପାରିବେ ନାହିଁ? ଯଦି ହଁ, ତେବେ ଏକ ଗବେଷଣାରୁ ଜଣାପଡିଛି କଫି ପିଇବା ଦ୍ୱାରା ଶରୀରର ଅନେକ କ୍ଷତି ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏବାବଦରେ କରାଯାଇଥିବା ଗବେଷଣା କ’ଣ କହୁଛି –
ଗବେଷଣା ଅନୁସାରେ, ବହୁତ ଦିନ ଧରି କଫି ପିଇବା ଦ୍ୱାରା ମସ୍ତିଷ୍କ ରୋଗରେ ପୀଡିତ ଲୋକମାନଙ୍କର ସମସ୍ୟା ଅଧିକ ଜଟିଳ ହୋଇଥାଏ। କେବଳ ଏତିକି ନୁହେଁ ଅଧିକ ପରିମାଣର କଫି ପିଇବା ଦ୍ୱାରା ମସ୍ତିଷ୍କ ରୋଗ ବଢିବାର ବିପଦ ଥାଏ।
ମସ୍ତିଷ୍କ ରୋଗର ଲକ୍ଷଣ

ଏହି ରୋଗ ହେଲେ ଲୋକମାନଙ୍କର ମତିଭ୍ରମ ହେବାର ଦେଖାଯାଏ। ଲୋକମାନେ ଚିଡିଚିଡା ହୋଇଯାଆନ୍ତି ଏବଂ ଅବସାଦର ଶିକାର ହୋଇଥାନ୍ତି।

Leave A Reply