ଦିନ ୨ଟା – ମୁଖ୍ୟ ସମ୍ବାଦ

ବଡ ଖବର
# ଯୁକ୍ତ ୨ରେ ଖାଲି ପଡିଥିବା ସିଟ୍ ପୂରଣ ଲାଗି ଆଜିଠୁ ଅନଲାଇନ ଆବେଦନ
# ଆସନ୍ତାକାଲି ଦିନ ୧୧ଟାରେ ହୀରାକୁଦରୁ ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
# ଲଗାତାର ବର୍ଷା, ବୌଦ୍ଧ, ବଲାଙ୍ଗୀର ଓ କନ୍ଧମାଳରେ ବନ୍ୟା ପରିସ୍ଥିତି
# ସେପ୍ଟେମ୍ବର ୭ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୨

ଆଞ୍ଚଳିକ
# ଆସନ୍ତାକାଲି ଦିନ ୧୧ଟାରେ ହୀରାକୁଦରୁ ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
# ହୀରାକୁଦ ଜଳଭଣ୍ଡାରରେ ଏବେ ଜଳସ୍ତର ୬୧୫.୫୪ ଘନଫୁଟ ରହିଛି – ଏହାର ଜଳ ଧାରଣା କ୍ଷମତା ୬୩୦ ଘନ ଫୁଟ
# ଉତ୍ତର -ପଶ୍ଚିମ ବଙ୍ଗୋପସାଗରେ ପୁଣି ଏକ ଲଘୁଚାପ, ରାଜ୍ୟରେ ପ୍ରବଳ ବର୍ଷା ଜାରି, ଆସନ୍ତା ୨୪ ଯାଏଁ ବର୍ଷା ସମ୍ଭାବନା
# ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ଅଧିକାଂଶ ଜିଲ୍ଲା ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
# ଆଜି ବୈାଦ୍ଧ, ସୋନପୁର, ନବରଙ୍ଗପୁର, ମାଲକାନଗିରି, କେନ୍ଦୁଝର, ଯାଜପୁର, ଅନୁଗୁଳ, ଢେଙ୍କାନାଳ ଓ ଖୋର୍ଦ୍ଧାରେ ପ୍ରବଳ ବର୍ଷା ସମ୍ଭାବନା

# ୨୪ଘଣ୍ଟା ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ
# ଲଗାଣ ବର୍ଷା ପାଇଁ ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ନୂଆପଡ଼ାରେ ସବୁ ଶିକ୍ଷାନୁଷ୍ଠାନ ଆଜି ଛୁଟି
# ବୌଦ୍ଧ, ବଲାଙ୍ଗୀର ଓ କନ୍ଧମାଳରେ ବନ୍ୟା ସ୍ଥିତି ସଙ୍ଗୀନ, ବିଭିନ୍ନ ସ୍ଥାନରେ ଅଣ୍ଟାଏ ଉଚ୍ଚରେ ପାଣି
# ଲଗାଣ ବର୍ଷା ଯୋଗୁଁ ସମ୍ବଲପୁରରେ ରେଳ ଟ୍ରାକରେ ପାଣି, ଟ୍ରେନ ଚଳାଚଳ ସାମୟିକ ଭାବେ ବନ୍ଦ
# ରେଳ ଟ୍ରାକରେ ପାଣି, ସମ୍ବଲପୁର ଦେଓଗାଁ ରୋଡ- ବରଗଡ- ଟିଟଲାଗଡ ସେକ୍ସନରେ ରେଳ ଚଳାଚଳ ବନ୍ଦ
# ଲଗାଣ ବର୍ଷା ଫଳରେ ବଲାଙ୍ଗୀରରେ ବନ୍ୟା, ଜିଲ୍ଲାରେ ଆଜି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା
# ବଲାଙ୍ଗିର ତୁଷୁରା-ଗୁଡ୍‌ଭେଲା ମୁଖ୍ୟ ରାସ୍ତାରେ ୮ ଫୁଟର ବନ୍ୟାଜଳ ପ୍ରବାହିତ – ୪୩୨ ଜଣଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର
# ବଲାଙ୍ଗୀର ସହରରୁ ସୋନପୁର, ପାଟଣାଗଡ଼, ସମ୍ବଲପୁର ଓ ବରଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ
# ମୟୁରଭଞ୍ଜ ବହଳଦାରେ ମଦ ବୋଝେଇ ଟ୍ରକ, ୩୦୦ ପେଟି ମଦ ଜବତ
# ଲଗାଣ ବର୍ଷା, ବୌଦ୍ଧ, ବଲାଙ୍ଗୀର ଓ କନ୍ଧମାଳରେ ବନ୍ୟା ପରିସ୍ଥିତି
# ଯୁକ୍ତ ୨ରେ ଖାଲି ପଡିଥିବା ସିଟ୍ ପୂରଣ ଲାଗି ଆଜିଠୁ ଅନଲାଇନ ଆବେଦନ, ଆବେଦନର ଶେଷ ତାରିଖ ଅଗଷ୍ଟ ୨୪ – ଅଗଷ୍ଟ ୨୯ରେ ପ୍ରକାଶ ପାଇବ ମେରିଟ୍ ଲିଷ୍ଟ
# ଲଗାଣ ବର୍ଷାରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରେ ବନ୍ୟା ପରିସ୍ଥିତି, ତେଲ ଓ ଖଡ଼ଙ୍ଗ ନଦୀରେ ବନ୍ୟାଜଳ – ଅନେକ ଗାଁ ପାଣି ଘେରରେ
# କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଗୋଶାଲାପଡ଼ାରେ ଘର କାନ୍ଥ ଭୁଶୁଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ, ବୋହୂ ଗୁରୁତର ଆହତ
# ରାଉରକେଲା ହାଇଟେକ୍‌ ମେଡିକାଲ କଲେଜର ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମଲେଖା, ଅଗଷ୍ଟ ତୃତୀୟ ସପ୍ତାହରୁ ନାମଲେଖା
# ରାଜ୍ୟରେ ଥିବା ଇଞ୍ଜିନିୟରିଂ କଲେଜଗୁଡ଼ିକରେ ୨୧ ହଜାର ୫୦୦ ସିଟ୍‌ ଖାଲି, ଆଜିଠାରୁ ସ୍ପଟ୍‌ କାଉନସେଲିଂ

ଜାତୀୟ
# ଚଳିତ ବନ୍ୟାରେ କେରଳରେ ୮୫ ଓ କର୍ଣ୍ଣାଟକରେ ୪୮ ଜଣଙ୍କ ମୃତ୍ୟୁ, କର୍ଣ୍ଣାଟକରେ ୧୨ ଓ କେରଳରେ ୫୩ ନିଖୋଜ
# ସେପ୍ଟେମ୍ବର ୭ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୨
# ରାଜସ୍ଥାନ ଭିଲୱାରା ଜିଲ୍ଲା ସାହାପୁରା ସହରରେ ମହାପୁରୁଷ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ
# ଟିମ ଇଣ୍ଡିଆ ମୁଖ୍ୟ କୋଚ ଚୟନ ପାଇଁ ୬ ଜଣ ତାଲିକାଭୁକ୍ତ, ଅଗଷ୍ଟ ୧୬ରୁ ସାକ୍ଷାତକାର
# କଂଗ୍ରେସର ପୂର୍ବତନ ଅଧ୍ୟକ୍ଷଙ୍କ ଘାଟୀର ସ୍ଥିତି ସଂପର୍କରେ ଅବଗତ କରାଇବାକୁ ସ୍ୱତନ୍ତ୍ର ବିମାନ ପଠାଇବେ କହିଲେ ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଳ ମଲ୍ଲିକ
# ଅଯୋଧ୍ୟାରେ ଶ୍ରୀରାମଚନ୍ଦ୍ର ବିମାନ ବନ୍ଦର ନିର୍ମାଣ ପାଇଁ ଉତ୍ତର ପ୍ରଦେଶ ସରକାର ଦେବେ ୨୦୦ କୋଟି ଟଙ୍କା
# ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପୂର୍ବରୁ ନେତା ମାନୁଥିଲି , ହେଲେ ଏବେ ତାଙ୍କର ପୂଜା କରୁଛି – ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ୍‌ ସିଂହ ଚୌହାନ୍‌
# ସ୍ବାଧୀନତା ଦିବସ ଅବସରରେ ଜମ୍ମୁ କଶ୍ମୀରରେ ସୁରକ୍ଷା କଡ଼ାକଡ଼ି, ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ବସ୍ତୁ ଦେଖିଲେ ପୁଲିସରେ ଜଣାଇବାକୁ ନିର୍ଦ୍ଦେଶ
# ବନ୍ୟା ଓ ବର୍ଷା ପ୍ରଭାବିତ ରାଜ୍ୟ ଗୁଡ଼ିକରେ ମୃତ୍ୟୁ ସଂଖ୍ୟା ୨୨୭, ପ୍ରାୟ ୧୨ ଲକ୍ଷ ଲୋକ ପ୍ରଭାବିତ

ଆନ୍ତର୍ଜାତିକ
# କଶ୍ମୀର ମାମଲାକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବ ନାହିଁ ଆମେରିକା – ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
# ବ୍ଲାକହୋଲ୍‌ ସମ୍ପର୍କରେ ଅଧିକ ଅନୁସନ୍ଧାନ କରିବ ଇସ୍ରାଏଲ୍‌, ୨୦୨୩ରେ ଲଞ୍ଚ୍‌ କରିବ ସ୍ବତନ୍ତ୍ର ସାଟେଲାଇଟ୍‌
# କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ସବୁ ରାଜନୈତିକ ଦଳ ଏକ ହେବାକୁ ଆହ୍ୱାନ ଦେଲେ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ କୁରେଶୀ

Comments are closed.