ହାତୀର ମୃତଦେହ ଉଦ୍ଧାର

0

ଅନୁଗୋଳ : ଅନୁଗୋଳ ବନ୍ତଳା ରେଞ୍ଜ ବଡ଼କେରା ତୁମୁଣିର ତେଲିତଇଳା ନିକଟ ଜଙ୍ଗଲରୁ ଏକ ହାତୀର ମୃତ ଦେହ ଉଦ୍ଧାର କରାଯାଇଛି । ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ହାତୀଟିର କେଉଁ କାରଣରୁ ମୃତ୍ୟୁ ହୋଇଛି ତାର ତଦନ୍ତ ଚଳାଇଛନ୍ତି । ହାତୀଙ୍କ ସୁରକ୍ଷା ପାଇଁଥିବା ହାତୀ ସୁରକ୍ଷା ସ୍କ୍ୱାର୍ଡ ସଠିକ ଭାବେ କାର୍ୟ୍ୟକରୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

Leave A Reply