ଜାଣନ୍ତୁ, ଭୋଜନ ପରେ ଗାଧୋଇବା ଉଚିତ କି ଅନୁଚିତ

0

ଆପଣ ଦେଖିଥିବେ ଯେ, ଅନେକ ଲୋକ ଭୋଜନ କରିବା ପରେ ଗାଧୋଇ ଥାଆନ୍ତି। ପୁରାତନ ମାନ୍ୟତା ଅନୁଯାୟୀ, ଅନେକ ଲୋକ ଏହାକୁ ଅଣଦେଖା କରି ଦେଇଥାଆନ୍ତି। ଏହାସହ ଅନେକ ଲୋକ ଏହାକୁ ମାନି ମଧ୍ୟ ଚଳିଥାଆନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଏପରି କରିବାର କିଛି ବୈଜ୍ଞାନିକ କାରଣ ରହିଛି। ଆସନ୍ତୁ ଜାଣିବା ଭୋଜନ କରିବା ପରେ ଗାଧୋଇବା ଉଚିତ କି ନାହିଁ ..

ଖାଦ୍ୟ ସଠିକ ଭାବେ ହଜମ ହେବା ପରେ ରକ୍ତ ପ୍ରବାହ କରିବାର ବହୁତ ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି। ଖାଦ୍ୟ ଖାଇବା ପରେ ସଙ୍ଗେ ସଙ୍ଗେ ଗାଧୋଇବା ଦ୍ବାରା ରକ୍ତ ପ୍ରବାହ ସିଧା ସଳଖ ମୁହଁ ଆଡକୁ ହୋଇଥାଏ। ଏହାଦ୍ବାରା ଶରୀରର ତାପମାନ ସଠିକ ଭାବେ ରହିଥାଏ। ଏହି କାରଣରୁ ପାଚନ ପ୍ରକ୍ରିୟା ଉପରେ ମଧ୍ୟ ପ୍ରବାହିତ ହୋଇଥାଏ।

Pic courtesy : Women’s Health

ଏହି କାରଣରୁ ପେଟ ସମସ୍ୟା ଦେଖା ଦେଇଥାଏ। ହଜମ ପ୍ରକ୍ରିୟାରେ ସମସ୍ୟା ଦେଖା ଦେଇଥାଏ। ତେଣୁ ଭୋଜନ କରିବାର ସଙ୍ଗେ ସଙ୍ଗେ ଗାଧୋଇବା ଉଚିତ ନୁହେଁ।

କିନ୍ତୁ ଅନେକଙ୍କ ମତରେ, ଭୋଜନ ପରେ ସଙ୍ଗେ ସଙ୍ଗେ ଗାଧୋଇବା ଉଚିତ। ଏହାଦ୍ବାରା ପେଟ ସମସ୍ୟା ଦୂର ହୋଇଥାଏ। ଯଦି ଆପଣଙ୍କର ହଜମରେ ବାରମ୍ବାର ସମସ୍ୟା ଦେଖା ଦେଉଥାଏ ତେବେ ଥଣ୍ଡା ପାଣିରେ ଗାଧୋଇବା ଉଚିତ। ଗରମ ପାଣି ଠାରୁ ଦୂରେଇ ରହିବା ଉଚିତ। ଭୋଜନ ପରେ ସୁଇମିଂ କରିବା ମଧ୍ୟ ଅନୁଚିତ।

Leave A Reply