କୁକୁଡା ଦୋକାନରେ ମାଡିଗଲା ଟ୍ରାକ୍ଟର ; ୨ ଗୁରୁତର

0

ହରଭଙ୍ଗା : ବୌଦ ଜିଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗିର ୫୭ ଜାତୀୟ ରାଜପଥ ଲାଣ୍ଡିବନ୍ଧ ନିକଟରେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ଏକ ଟ୍ରାକ୍ଟର କୁକୁଡା ଦୋକାନ ଉପରେ ମାଡି ଯାଇଛି। ଫଳରେ ଦୋକାନୀଙ୍କ ସହ ଦୁଇଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ନାମ ଝଙ୍କର ଭକ୍ତ(୬୦) ଓ ରବିନ୍ଦ୍ର ନାୟକ(୨୫) ବୋଲି ଜଣାପଡିଛି।

Leave A Reply