ହନୁମାନ ଜୟନ୍ତୀରେ ହନୁମାନଙ୍କର ୧୨ଟି ଚମତ୍କାର ନାମ ଜପନ୍ତୁ

0

ମହାବିଷୁବ ସଂକ୍ରାନ୍ତି ହେଉଛି  ମହାବୀର ହନୁମାନଙ୍କର ଜୟନ୍ତୀ । ଏଥିପାଇଁ ହନୁମାନ ମନ୍ଦିରେର ଭକ୍ତମାନଙ୍କ ଭିଡ ଲାଗିଥାଏ । ଏହି ଦିନ ହନୁମାନଙ୍କର ବିଭିନ୍ନ ନାମକୁ ଜପ କଲେ ଅତ୍ୟନ୍ତ ଶୁଭ ଫଳ ମିଳିଥାଏ । ଏମାନଙ୍କ ମଧ୍ୟରୁ ହନୁମାନଙ୍କ ଦ୍ୱାଦଶ ନାମ ଜପ କଲେ ବେଶ ସୁଫଳ ମିଳେ ।

ଏହି ଦ୍ୱାଦଶ ନାମ ହେଉଛି  ହନୁମାନ, ଅଞ୍ଜନୀପୁତ୍ର, ବାୟୁପୁତ୍ର, ମହାବଳ, ରାମେଷ୍ଟ, ଫାଲଗୁନ୍ସଖା, ପିଙ୍ଗାକ୍ଷ, ଅମିତବିକ୍ରମ, ଉଦଧିକ୍ରମଣ, ସୀତାଶୋକବିନାଶନ, ଲକ୍ଷ୍ମଣପ୍ରାଣଦାତା ଓ ଦଶଗ୍ରୀବଦର୍ପହ।

Leave A Reply