ବାଳକର ଝୁଲନ୍ତା ମୃତଦେହ ଉଦ୍ଧାର

0

ନୟାଗଡ଼ : କରଡ଼ାବଣି ୟୁପି ସ୍କୁଲ୍‍ ନିକଟସ୍ଥ ଏକ ଗଛରୁ ରବିବାର ଜଣେ ବାଳକର ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ବାଳକ ଜଣକ ଗତ ୭ଦିନ ହେବ ନିଖୋଜ ଥିଲେ। ଆଜି ପୁଅର ମୃତଦେହ ଝୁଲୁଥିବା ଅବସ୍ଥାରେ ପାଇବା ପରେ ପରିବାର ଲୋକେ ଥାନରେ ହତ୍ୟା ଅଭିଯୋଗ କରିଛନ୍ତି।

Leave A Reply