ସରକାରୀ ବସରେ ଗୁଟଖା ଚାଲାଣ ଅଭିଯୋଗ

0

ଭୁବନେଶ୍ବର : ସରକାରୀ ବସରେ ଗୁଟଖା ଚାଲାଣ ଅଭିଯୋଗ ହୋଇଛି। ବାଣିଜ୍ୟକର ବିଭାଗ ବସରୁ ମଙ୍ଗଳବାର ଦିନ ୮୦ରୁ ୯୦ ବସ୍ତା ଗୁଟଖା ଜବତ କରିଛି। ବ୍ରହ୍ମପୁରରୁ ବସ ଯୋଗେ ଏହି ଗୁଟଖା ଭୁବନେଶ୍ବରକୁ ଆସୁଥିବା ସୂଚନା ମିଳିଛି। ତେବେ ଏହି ଘଟଣାରେ କିଛି ଜଣଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି।

Leave A Reply