କୋରାପୁଟରେ ବେଆଇନ ଗୁଟଖା କାରଖାନା ଠାବ, ୫ ଗିରଫ

0

କୋରାପୁଟ : ଜୟପୁର ଦୋଳମଣ୍ଡପ ସାହିରେ ବେଆଇନ ଗୁଟଖା କାରଖାନା ଠାବ । କୋରାପୁଟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପୌରପାଳିକା, ଆୟକର ବିଭାଗ ଏବଂ ସେଲ୍ସଟ୍ୟାକ୍ସ ବିଭାଗ ପକ୍ଷରୁ ମିଳିତ ଭାବେ ଏହି ଚଢ଼ାଉ କରାଯାଇଥିଲା। ସେଠାରୁ କୋଟିଏରୁ ଅଧିକ ଟଙ୍କାର ମେସିନ୍. ଗୁଟଖା ମଧ୍ୟ ଜବତ କରାଯାଇଛି । ଚାରୋଟି ଭିନ୍ନ କମ୍ପାନୀର ଗୁଟଖା ଜବତ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରାଯାଇଛି। ୩ ମାସ ଧରି ଏହି ଗୁଟଖା କାରଖାନା ଚାଲିଥିବା ଜଣାପଡ଼ିଛି।

Leave A Reply