୧୩.୫କୋଟି ଟଙ୍କା ଜିଏସଟି ଦୁର୍ନିତି ; ଜଣେ ଗିରଫ

ରାଉରକେଲା : ରାଉରକେଲା ଅନ୍ତର୍ଗତ ଜେଲ ରୋଡ ନିକଟରୁ ଜିଏସଟି ଦୁର୍ନିତି ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ରାଜେଶ କୁମାର ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଏହି ମାମଲାରେ ଗିରଫ କରାଯାଇଛି। ୧୩.୫କୋଟି ଟଙ୍କା ଜିଏସଟିରେ ଦୁର୍ନିତି ହୋଇଥିବା ଜଣାପଡିଛି।

Comments are closed.