‘ଗୋପବନ୍ଧୁ ଜ୍ୟୋତି’ ରାଜ୍ୟ ପରିକ୍ରମାର ଉଦଯାପନୀ ସମାରୋହ

ଭୁବନେଶ୍ବର : ଭୁବନେଶ୍ବର କିଟ୍ ଅଡିଟୋରିୟମରେ ‘ଗୋପବନ୍ଧୁ ଜ୍ୟୋତି’ ରାଜ୍ୟ ପରିକ୍ରମାର ଉଦଯାପନୀ ସମାରୋହକୁ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦଘାଟନ କରୁଛନ୍ତି ବିଶିଷ୍ଟ ଗାନ୍ଧୀବାଦୀ ଓ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନି ଚରଣ ପଟ୍ଟନାୟକ ଏବଂ ଲୋକସେବକ ମଣ୍ଡଳର ସଭାପତି ତଥା ସମାଜ ପରିଚାଳନା ମଣ୍ଡଳୀର ଅଧ୍ୟକ୍ଷ ଦୀପକ ମାଲବ୍ୟ।

Comments are closed.