ବନ୍ଧୁକ କାରଖାନା ଠାବ, ୩ଗିରଫ

0

ବରଗଡ଼ : ବରଗଡ଼ ଜିଲା ସଦରଥାନା ଅନ୍ତର୍ଗତ ବଇଜାପଥର ଗ୍ରାମରେ ପୁଲିସ ଏକ ବନ୍ଧୁକ କାରଖାନା ଠାବ କରି ତିନି ଜଣଙ୍କୁ ଗିରଫ କରିଛି। ଜଣେ ବ୍ୟକ୍ତିଙ୍କ ଘରେ ଚଢାଉକରି ପୁଲିସ ଏହି କାରଖାନାକୁ ଠାବ କରିଛି। ଏଥିସହିତ ୩ଟି ବନ୍ଧୁକ, ୨ଟି ଛୋଟ ବନ୍ଧୁକ ସହ ବନ୍ଧୁକ ସରଞ୍ଜାମ ଜବତ କରିଛି।

Leave A Reply