ଜାତୀୟ ରାଜପଥରେ ଗ୍ୟାସ ଟ୍ୟାଙ୍କର ରୁ ଗ୍ୟାସ୍ ଲିକ

0

ଅନୁଗୁଳ: ଅନୁଗୁଳର ରାନତେଇ ନିକଟବର୍ତ୍ତୀ ୫୫ ନମ୍ବର ଜାତୀୟ ରାଜପଥରେ ଗ୍ୟାସ ଟ୍ୟାଙ୍କର ରୁ ଗ୍ୟାସ୍ ଲିକ ହୋଇଥିବା ସୂଚନା ମିଳିଛି। ଶୁକ୍ରବାର ଅପରାହ୍ନ ସମୟରେ ଏଲପିଜି ଗ୍ୟାସ ଟ୍ୟାଙ୍କରରୁ ଗ୍ୟାସ ଲିକ ହୋଇଛି । ଏହା ପରେ ଟ୍ୟାଙ୍କରର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଦମକଳ ବାହିନୀ ସେଠାରେ ପହଞ୍ଚି ଗ୍ୟାସକୁ ଆୟତ୍ତ କରିବାରେ ଲାଗିଛନ୍ତି ।
ଟ୍ୟାଙ୍କରରୁ ଗ୍ୟାସ ଲିକ ପରେ ଏହା ଆଖପାଖ ଅଞ୍ଚଳକୁ ବ୍ୟାପି ଯାଇଥିଲା । ତେଣୁ ଅଞ୍ଚଳବାସୀ ଭୟଭୀତ ହୋଇଯାଇଛନ୍ତି।

Leave A Reply