ଚାରି ଗଞ୍ଜେଇ ଚାଲାଣକାରୀ ଗିରଫ

0

ବ୍ରହ୍ମପୁର : ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟରୁ ଚାରିଜଣିଆ ଗଞ୍ଜେଇ ଗ୍ୟାଙ୍ଗକୁ ଗଞ୍ଜାମ ଜିଲାପାଳ ଶ୍ରୀ ପ୍ରେମାଚନ୍ଦ ଚୌଧୁରୀ ଏବଂ ଅବକାରୀ ଅଧ୍ୟିକ୍ଷକ ଶ୍ରୀ ରାଜେନ୍ଦ୍ର ଭତ୍ରା ନିର୍ଦେଶକର୍ମେ ଏହାକୁ ଜବତ କରାଯାଇଛି। ଗିରଫ କରାଯାଇଥିବା ଚାରି ଅଭିଯୁକ୍ତ ମାନେ ହେଲେ, ରାଧାଶ୍ୟାମ ପାଶୱାନ, ବବୁଲ କୁମାର, ରୋହିତ କୁମାର ଓ ରାଜେନ୍ଦ୍ର ମହାନ୍ତି। ସମସ୍ତ ଅଭିଯୁକ୍ତ ବିହାର ଅଞ୍ଚଳର ହୋଇଥିବା ବେଳେ ରାଜେନ୍ଦ୍ର ମହାନ୍ତି ଆନ୍ଦ୍ରପ୍ରଦେଶର ମୂଳବାସିନ୍ଦା ବୋଲି ଜଣାପଡିଛି। ଏହି ଚାରିଜଣକୁ ପୁଲିସ ଦିଗପହଣ୍ଡି ବସଷ୍ଟାଣ୍ଡ ବାଲିପଡା ଛକ ନିକଟରେ ଏକ ଫାଷ୍ଟଗେଟ ଛକରୁ ଗିରଫ କରାଯାଇଛି। ଏହି ଚଢଉରେ ଜବତ କରାଯାଇଥିବା ୫୯.୪କେଜି ଯାହାର ବଜାର ମୂଲ୍ୟ ପ୍ରାୟ ତିନି ଲକ୍ଷ ଟଙ୍କା।

Leave A Reply