ଗଞ୍ଜେଇ ଚାଲଣ ବେଳେ ୩ ଗିରଫ, ୨.୩ କୁଇଣ୍ଟାଲ ଗଞ୍ଜେଇ ଜବତ

0

ଜୟପୁର: ବେଆଇନ ଗଞ୍ଜେଇ ଚାଲଣ ଅଭିଯୋଗରେ ସଦର ଥାନା ପୁଲିସ ୩ ଜଣଙ୍କୁ ଗିରଫ କରିଛି । ଏହା ସହ ଘଟଣାସ୍ଥଳରୁ ୨.୩ କୁଇଣ୍ଟାଲ ଓ ଚାଲଣ କାରବାରରେ ବ୍ୟବହୃତ ହେଉଥିବା ଏକ ବୋଲେର ଗାଡିକୁ ପୁଲିସ ଜବତ କରିଛି । ମଛକୁଣ୍ଡରୁ ଛତିଶଗଡ଼ ଚାଲଣ ହେଉଥିବା ଜଣାପଡିଛି । ଗିରଫ ଅଭିଯୁକ୍ତମାନେ ହେଲେ ପଙ୍କଜ କୁମାର ପାଶଓ୍ଵାନ୍‌, ରୋହନ କୁମାର ପାଶଓ୍ଵାନ୍‌ ଏବଂ ବିକାଶ କୁମାର ସିଂହ । ଏମାନେ ବିହାର ବୋଲି ଜଣାପଡିଛି ।

Leave A Reply